ନାବାଳିକାମା’ର ବିସ୍ଫୋରକ ବୟାନ : ‘ମୋ ଛୁଆକୁ ବିକିଦେଲେ…’

ମହାକାଳପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇ ଜଣେ ପୀଡ଼ିତା ଶିଶୁପୁତ୍ର ଜନ୍ମ ଦେବା ଅଭିଯୋଗକୁ ନେଇ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି। ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ଘଟଣାର ତଦନ୍ତ କରୁଥିବା ସମୟରେ ଆଉ ଏକ ସାଂଘାତିକ ଅଭିଯୋଗ ଅନୁଷ୍ଠାନ ବିରୋଧରେ ଆସିଛି। ତାଙ୍କ ଶିଶୁ କନ୍ୟାଙ୍କୁ ଲୁଥେରାନ୍ ମହିଳା ସମିତିର … Continue reading ନାବାଳିକାମା’ର ବିସ୍ଫୋରକ ବୟାନ : ‘ମୋ ଛୁଆକୁ ବିକିଦେଲେ…’